ଆଇ.ଟି.ଆଇ, ବ୍ରହ୍ମପୁର,

     
କ୍ରମିକ କ୍ରମିକ ପଦବୀ ନାମ ଅନୁମୋଦିତ ପଦବୀ ମୁଖ୍ୟ ଅବସ୍ଥିତି ମନ୍ତବ୍ୟ
1 ଅଧ୍ୟକ୍ଷ 0୧ 0୧
2 ପ୍ରଶିକ୍ଷଣ ଅଧିକାରୀ (T.O) 0୯ 0୫
3 ଏମ.ଡ୍ବ୍ଲୁ.ଏଫ 0୧ -
4 ପର୍ଯ୍ୟବେକ୍ଷଣ କରିବା 0୧ -
5 ଶାରିରୀକ ପ୍ରଶିକ୍ଷକ ତଥା ଛାତ୍ରାବାସ ଅଧିକ୍ଷକ 0୧ 0୧
6 ସହାୟକ ଶିକ୍ଷାନବୀଶ ଉପଦେଷ୍ଟା (କନିଷ୍ଠ) 0୧ -
7 ସହାୟକ ପ୍ରଶିକ୍ଷଣ ଅଧିକାରୀ (A.T.O) 0୯ 0୬
8 ଠିକା ସହାୟକ ପ୍ରଶିକ୍ଷଣ ଅଧିକାରୀ (C.A.T.O) ୬୩ ୧୮
9 କମ୍ପାଉଣ୍ଡର 0୧ 0୧
10 ୧୦ - - -
11 ୧୧ ମୁଖ୍ୟ କିରାଣି 0୧ 0୧
12 ୧୨ ବରିଷ୍ଠ କିରାଣି 0୧ -
13 ୧୩ କନିଷ୍ଠ ହିସାବ ରକ୍ଷକ 0୧ -
14 ୧୪ ସହକାରୀ ଭଣ୍ଡାର ରକ୍ଷକ 0୧ -
15 ୧୫ କନିଷ୍ଠ କିରାଣି ତଥା ଟାଇପିଷ୍ଟ 0୨ 0୨
16 ୧୬ କର୍ମଶାଳା ପରିଚାରକ 0୪ 0୪
17 ୧୭ ଜଗୁଆଳୀ 0୩ -
18 ୧୮ ଝାଡ଼ୁଦାର 0୧ -
19 ୧୯ ଡ୍ରେସର 0୨ -
20 ୨୦ ଚପରାଶି 0୪ 0୧
21 ୨୧ ସହାୟକ 0୧ -
22 ୨୨ ଛାତ୍ରାବାସ ସେବକ 0୩ 0୩
23 ୨୩ ଡି.ଇ.ଓ - 0୩ ଆଉଟସୋର୍ସିଂଗ
24 ୨୪ ଜଗୁଆଳୀ - ୧୧ "
25 ୨୫ ପରିଚାରକ/ଚପରାଶି - 0୩ "
26 ୨୬ ଝାଡ଼ୁଦାର - 0୧ "
27 ୨୭ ଚାଳକ - 0୧ "
28 ୨୮ ଡ୍ରେସର - 0୧ "
29 ୨୯ ଗ୍ରନ୍ଥାଗାରିକ - 0୧ "